Thursday, November 13, 2025

ନାରାୟଣ ସିନା ଶୋଇଛନ୍ତି ଅତି ନିଗୁଢ଼ ନିଦରେ

ନାରାୟଣ ସିନା ଶୋଇଛନ୍ତି ଅତି ନିଗୁଢ଼ ନିଦରେ ତୁହି ମହାଲକ୍ଷ୍ମୀ ଚିର ଉଜାଗର ଚରଣ ସେବାରେ ହରିନାମ ସଂକୀର୍ତ୍ତନ ଗହଳିରେ ଜାଣିକି ହଜିଗଲି ପଦ୍ମ ପାଦ ଧୂଳି ରେଣୁଏ ଦିଅନ୍ତୁନି ପୁତ୍ର ଭାବରେ

No comments:

Post a Comment