Thursday, November 13, 2025

ଯଦି ତୁମ୍ଭର ଦୁଇ ପଦ୍ମ ଚରଣ ଅଛି

ଯଦି ତୁମ୍ଭର ଦୁଇ ପଦ୍ମ ଚରଣ ଅଛି ହେ କଳା ଶ୍ରୀମୁଖ ଥରୁଟିଏ ଦେଖା ଖୋଜି ଅଶେଷ ଜନ୍ମ ଚାଲି ଥକିଲି ଲୋଟି ତୃପ୍ତହେବି ହେ ପାର୍ଥ ସଖା

No comments:

Post a Comment