Thursday, November 13, 2025

ତୁମ୍ଭେ ହେଲେ ଗଭୀର ମଧୁର ସୁଶୀତଳ ଜଳ

ତୁମ୍ଭେ ହେଲେ ଗଭୀର ମଧୁର ସୁଶୀତଳ ଜଳ ହେ କମଳା ହୃଦୟ ମୋର ଜୀବନ ମୀନଟିଏ ତୁମ୍ଭେ ହେଲେ ପହଣ୍ଡି ବିଜୟ ଅମୃତ ଚାହାଁଣି ହେ ବ୍ରହ୍ମଦାରୁ ପ୍ରାଣ ଛନ୍ଦା ଚରଣକୁ ଝୁରୁଥାଏ

No comments:

Post a Comment