Monday, March 31, 2025

ଅଧା ଚାନ୍ଦ ବଢି ବଢି ହୁଏ ପୂର୍ଣ୍ଣିମାର ଚାନ୍ଦ

ଅଧା ଚାନ୍ଦ ବଢି ବଢି ହୁଏ ପୂର୍ଣ୍ଣିମା ଚାନ୍ଦ ଭକ୍ତି ଶ୍ରଦ୍ଧା ବଢି ବଢି ହୁଏ ନିର୍ମଳ ଆନନ୍ଦ ବାଳ ଅରୁଣ ଗଗନେ ଚଳିଲେ ଦିନମଣି ପ୍ରେମରେ ବୁଡ଼ିଲେ ହୃଦୟରେ ଗୋବିନ୍ଦ

No comments:

Post a Comment