Monday, March 31, 2025

ମଳୟ ସ୍ପର୍ଶରେ ଯେସନେ ଅତି ବୃଦ୍ଧ ବଟ ବୃକ୍ଷ ଶାଖା ହୁଏ ପଲ୍ଲବିତ

ମଳୟ ସ୍ପର୍ଶରେ ଯେସନେ ଅତି ବୃଦ୍ଧ ବଟ ବୃକ୍ଷ ଶାଖା ହୁଏ ପଲ୍ଲବିତ ତେଷନେ ହେ ଉଦାର ସ୍ରଷ୍ଟା ତୋ ଲୀଳା ଶ୍ରବଣରେ ପ୍ରାଣ ଉଲ୍ଲସିତ ବାଳ ଅରୁଣକୁ ଲଭିଲେ ଯେସନେ ଉଷାର ଆକାଶ ହୁଏ ଉଦ୍ଭାସିତ ତେଷନେ ହେ ସମଦର୍ଶୀ ସ୍ରଷ୍ଠା ଅପଲକରେ ହୃଦୟ କମଳ ବିକଶିତ

No comments:

Post a Comment