Friday, March 21, 2025

ସତରେ ମୋର ବି ଏମିତି

ସତରେ ମୋର ବି ଏମିତି ପବିତ୍ର ମନଟିଏ ଥାଆନ୍ତା ଗୋମୟ ଲିପା ଚଉଁରା ମୂଳ ସମ ହୋଇଥାନ୍ତା ଶୁଦ୍ଧ ସତରେ ମୋର ଏମିତି ପବିତ୍ର ହୃଦୟଟିଏ ଥାଆନ୍ତା ଗୋବିନ୍ଦଙ୍କର ଛନ୍ଦା ପାଦକୁ ସଦା କରିଥାନ୍ତି ଆବଦ୍ଧ

No comments:

Post a Comment