Saturday, March 22, 2025

ଅଖିଳ ହୃଦୟ କମଳ ରଥରେ ଚକାଡୋଳା

ଅଖିଳ ହୃଦୟ କମଳ ରଥରେ ଚକାଡୋଳା ଜୀବନ ବାଢେ ସୁଖ ଦୁଃଖର ଭରା ପସରା କିଏ ଗୁନ୍ଥଇ ମଲ୍ଲୀ ମାଳା କିଏ ସୁଗନ୍ଧ ରାଜ କିଏ ଭାବ ସାଗରେ ଭାସିଯାଏ ବଂଶୀ ଧରା

No comments:

Post a Comment