Wednesday, March 19, 2025

ଆହାଃ କି ମନ୍ତ୍ର ଉଚ୍ଚାରି ଆରତୀ କରିବି

ଆହାଃ କି ମନ୍ତ୍ର ଉଚ୍ଚାରି ଆରତୀ କରିବି ଓଁ ସାଇରାମ ଜଗତ ଆନନ୍ଦ ବ୍ରହ୍ମାନନ୍ଦ ଛନ୍ଦା ଚରଣରେ ରଖ ହେ ବାସୁଦେବ ମନ ଭଅଁର ଚୁମୁ ପଦ୍ମପାଦ ମକରନ୍ଦ

No comments:

Post a Comment