Monday, March 31, 2025

ମୋ ନିଜ ବାଡି଼ରେ ଫୁଟିଲା ସୁଗନ୍ଧ ରାଜ

ମୋ ନିଜ ବାଡି଼ରେ ଫୁଟିଲା ସୁଗନ୍ଧ ରାଜ ବାଡ଼ି ଅଗଣା ପୂଜାଘର ମହ ମହ ବାସୁଛି ସତରେ ଗୋବିନ୍ଦ ଥରେ ଘରକୁ ଆସନ୍ତେ ଛନ୍ଦା ପାଦ ଲାଗି ହୃଦୟ ସାଇତି ରଖିଛି

No comments:

Post a Comment