Monday, March 31, 2025

ଏହି ପତିତ ହୃଦୟ ସିଂହାସନରେ ସଦା ବସିଥା

ଏହି ପତିତ ହୃଦୟ ସିଂହାସନରେ ସଦା ବସିଥା କମଳା କମଳା ସେବିତ ପାଦକୁ କରିଥିବି ଲୟ ଏହି ପତିତର ତୁହି ହିଁ ସକଳ ସମ୍ପତି ସାଇରାମ ନିଜ ବିକାର ଛାଡି ବାଞ୍ଛା ନାହିଁ କିଛି କରିବି ଜୟ

No comments:

Post a Comment