Thursday, March 27, 2025

ତୁହି ଯେବେଟି ମନୁଷ୍ୟ ଦେହରେ ଅବତରୁ

ତୁହି ଯେବେଟି ମନୁଷ୍ୟ ଦେହରେ ଅବତରୁ ତୁହି ହେ ଗୋବିନ୍ଦ ଅଶେଷ ପତିତ ଉଦ୍ଧାରୁ ବୈଷ୍ଣବମାନଙ୍କ ଦୁଆରେ ଦୁଆରେ ଭ୍ରମଇ ମୋ ନାବ କୂଳରେ ଲଗାଅ ହେ ବ୍ରହ୍ମଦାରୁ

No comments:

Post a Comment