Saturday, March 22, 2025

ଶ୍ୟାମା ସହୋଦରୀ କଲ୍ୟାଣ ଭରା ଗଉଣି

ଶ୍ୟାମ ସହୋଦରୀ କଲ୍ୟାଣ ଭରା ଗଉଣି ମାଆ ଏହି ପତିତ ଝୁଲିରେ କିଛି ଢାଳିଦେ ସଂସାର ଅଢେଇ ଦିନ ଅବଧି ସରି ଆସେ ମୋ ଦଦରା ଜୀବନ ଡଙ୍ଗା ପାରି କରିଦେ

No comments:

Post a Comment