Saturday, March 22, 2025

ଅଖିଳ ହୃଦୟ କମଳରେ

ଅଖିଳ ହୃଦୟ କମଳରେ ଯେଉଁ ଚକାଡୋଳା ଜୀବନ ବାଢିଦିଏ ସୁଖ ଦୁଃଖର ଭରା ପସରା ସିରିଆର ମଲ୍ଲୀ ମାଳ ସୁମତିର ସୁଗନ୍ଧ ରାଜ ମୁହିଁ ଭାବ ସାଗରେ ଭାସିଯାଏ ବଂଶୀ ଧରା
Sumati to Siria : "ଭୋରଣୀ ଲୋ ତୋ ବାଡି ମଲ୍ଲୀ ଦେଇ ଭାବୁଛୁ ମୋ ଚଗଲା କୁ କରିବୁ ବନ୍ଧି ମୁଁ କିନ୍ତୁ ସୁଗନ୍ଧା ରାଜ ମାଳରେ ତାକୁ ଦେଇଛି ଛନ୍ଧି"

No comments:

Post a Comment