Sunday, March 23, 2025

ଆଖି କାନ ମନ ଏ ତିନିହେଁ ମିଶି

ଆଖି କାନ ମନ ଏ ତିନିହେଁ ମିଶି ଉଜାଡିଲେ ମୋ ସୁନାର ଘର ହ୍ରୁଦୟ ବେଦି କଳୁଷିତ ହେଲା କେଉଁଠି ବସିବେ ବଂଶୀଧର

No comments:

Post a Comment