Thursday, October 23, 2025

ରାତିର ଅନ୍ଧାରରେ ଛନ୍ଦା ଚରଣ ପଖାଳେ

ରାତିର ଅନ୍ଧାରରେ ଛନ୍ଦା ଚରଣ ପଖାଳେ ଦିବସରେ କଳା ଶ୍ରୀମୁଖକୁ କରେ ଦର୍ଶନ ସତରେ କର୍ଣ୍ଣ ଶୁଣିବକି ଶ୍ରୀମୁଖରୁ ପଦେ ଧନ୍ୟ ହେବ ଜନ୍ମ ଧନ୍ୟ ହେବ ଏ ଜୀବନ

No comments:

Post a Comment