Wednesday, October 22, 2025

ସତେ କିବା ମୋର ଏହି ଭାଗ୍ୟ ହୋଇବ

ସତେ କିବା ମୋର ଏହି ଭାଗ୍ୟ ହୋଇବ ଚକାଡ଼ୋଳାଙ୍କ ଛନ୍ଦା ଚରଣରେ ଲୋଟିବି ବେନି ନୟନ ଜଳରେ ପଦ୍ମପାଦ ପଖାଳି ପିଣ୍ଡରେ ପ୍ରାଣ ଥିବାଯାଏ ସଧିରେ ଘସିବି

No comments:

Post a Comment