Saturday, October 25, 2025

ନୀଳକନ୍ଦରରେ ଆଦି ବୀଜ ଓଁକାର ବ୍ରହ୍ମଦାରୁ

ନୀଳକନ୍ଦରରେ ଆଦି ବୀଜ ଓଁକାର ବ୍ରହ୍ମଦାରୁ ବ୍ରହ୍ମାନନ୍ଦ ମହାବାହୁ ଅଖିଳ ପରିବ୍ୟାପ୍ତ ଛାୟା ଅପଲକ ଚକାଡୋଳାରେ ସୂର୍ଯ୍ୟ ଚନ୍ଦ୍ର କରୁଣା ଅଶରଣ ଶରଣ ଅକର୍ମା ଦାନୀ ଅନନ୍ତ ଦୟା

No comments:

Post a Comment