Tuesday, October 28, 2025

ଅନୁକୂଳ ଭୂମିରେ ବୀଜ ଗୋଟିଏ ପଡିଗଲେ

ଅନୁକୂଳ ଭୂମିରେ ବୀଜ ଗୋଟିଏ ପଡିଗଲେ ମହତ ବୃକ୍ଷ ଫୁଲ ଫଳ ଛାୟା ସେବେ ମହୀ ଛନ୍ଦା ଚରଣ ସ୍ପର୍ଶରେ କାରଣ ହୋଇଲା ପିଣ୍ଡ ଚକାଆଖିକୁ ଚାହିଁଲେ ଆନନ୍ଦ ଅଶ୍ରୁ ଯାଏ ବହି

No comments:

Post a Comment