Friday, October 24, 2025

ଦେହକୁ ମୋହର କେତେ ସଜେଇଲି

ଦେହକୁ ମୋହର କେତେ ସଜେଇଲି ମନ ସକଳ ସଂସାରଟା ସାରା ବୁଲେ ହୃଦୟ କମଳ ମୋର ରାହାସ ନିକୁଞ୍ଜ ଅବୁଝା ମନ ବେଶ୍ୟା ଗଳାରେ ଝୁଲେ

No comments:

Post a Comment