Sunday, October 26, 2025

ଆଗେ ନେଲ ଶରଣ ରକ୍ଷଣ ସାଇଙ୍କୁ ହେ ଚକାଡୋଳା

ଆଗେ ନେଲ ଶରଣ ରକ୍ଷଣ ସାଇଙ୍କୁ ହେ ଚକାଡୋଳା ତା ପରେ ମୋର ବାପା ବୋଉଙ୍କୁ ତୁମ୍ଭେ ହିଁ ନେଲଗଲ ଦୁଃଖର ଗୋଟେ ବହୁତ ଭାରି ପୁଟୁଳି ମୋ ହୃଦୟରେ ଦୁଃଖହାରୀ ହେ ଥୋଇବି ଛନ୍ଦା ଚରଣ ବଢ଼ାଇ ଦେଲ

No comments:

Post a Comment