Monday, October 27, 2025

ତାକୁ କିଏ ବୋଲୁଥାଇ ଗୋ ପରମ ଦୟାଳୁ ହରି

ତାକୁ କିଏ ବୋଲୁଥାଇ ଗୋ ପରମ ଦୟାଳୁ ହରି ଶ୍ରୀକ୍ଷେତ୍ରରେ ବିରାଜ ଅଧାଗଢା ପାଦକୁ ଲୁଚାଇ ମୋହନ ବଂଶୀକୁ ବଜାଇ ଅଖିଳ ହୃଦ ମୋହିଲା ନୀଳକନ୍ଦରେ ବସିଛି ନିକୁଞ୍ଜେ ବଂଶୀକୁ ହଜାଇ

No comments:

Post a Comment