Sunday, October 26, 2025

ପହଣ୍ଡି ବିଜୟ ବ୍ରହ୍ମାନନ୍ଦ

ପହଣ୍ଡି ବିଜୟ ବ୍ରହ୍ମାନନ୍ଦ ବେଳାକୁ ଆତ୍ମା ମୋ ଅଛି ଚାହିଁକି ହେ ସମଦର୍ଶୀ ମହାବାହୁ ଚନ୍ଦନ ଅର୍ଗଳୀରେ ମନ ଥୋଇକି ପୂଜ୍ୟ ବଡ ଭାଇ ଅଲିଅଳି ଭଉଣୀ ସର୍ବଦା ବେନି ପାରୁଶେ ହେ ସମଦର୍ଶୀ ଅନୁରୋଧ ମାଆଙ୍କୁ ସାଥିରେ ଆଣିବା ପାଇଁକି

No comments:

Post a Comment