Thursday, October 23, 2025

ହେ ବ୍ରହ୍ମଦାରୁ ଅଧାଗଢା ହେ ଚକାଡୋଳା ଜଗନ୍ନାଥ

ହେ ବ୍ରହ୍ମଦାରୁ ଅଧାଗଢା ହେ ଚକାଡୋଳା ଜଗନ୍ନାଥ ଭାଗବତ ଗୋସେଇଁ ଶତମୁଖ ଆପଣ କରୁଣା ସିନ୍ଧୁ କେତେ ଝୁରି ମରେ ଛନ୍ଦା ଚରଣକୁ ଥରୁଟେ ଛୁଇଁବି ଅପଲକ ଚନ୍ଦ୍ର ସୂର୍ଯ୍ୟ ବଦନ ନ ଝରିଲା କୃପା ବିନ୍ଦୁ

No comments:

Post a Comment