Friday, October 24, 2025

ଶେଷ ନାଗ ବହୁତ ମୋତେ ଦୟା କଲେ

ଶେଷ ନାଗ ବହୁତ ମୋତେ ଦୟା କଲେ ହରି ନାମ ସଙ୍କୀର୍ତ୍ତନ ସ୍ଥଳକୁ ଘେନି ଗଲେ ବ୍ରହ୍ମଦାରୁ ଛନ୍ଦା ଚରଣରେ ଆଶ୍ରା ଦେଲେ ତ୍ରିଭଙ୍ଗ ବାସୁଦେବ ବନମାଳୀ ଉଦ୍ଧରିଲେ

No comments:

Post a Comment