Thursday, October 23, 2025

ଅକର୍ମା ଦାନୀ ଅଶରଣ ଶରଣ ଦାରୁବ୍ରହ୍ମ

ଅକର୍ମା ଦାନୀ ଅଶରଣ ଶରଣ ଦାରୁବ୍ରହ୍ମ ତୁମ୍ଭେ ଦେଲେ ମୁହିଁ ତୁମ୍ଭଙ୍କୁ କିଞ୍ଚିତ ଦିଏ ଆହେ ଜଗନ୍ନାଥ ତୁମ୍ଭ ପାଟରାଣୀ କମଳା ତୁମ୍ଭେ କରୁଣା ସିନ୍ଧୁ ମୁଁ ଚିର ଅଭାବିଟିଏ

No comments:

Post a Comment