Sunday, December 15, 2024

ସମୃଦ୍ଧି ଶିଖରକୁ ଚଢ଼ୁଥିବା ମଣିଷ ବେଶୀ ଥକିଗଲେ

ସମୃଦ୍ଧି ଶିଖରକୁ ଚଢ଼ୁଥିବା ମଣିଷ ବେଶୀ ଥକିଗଲେ ମହୋଦଧି କୂଳ ବେନି ଚକାଡୋଳାକୁ ପଡେ ଆଉଜି ନୀଡ ଫେରା ପକ୍ଷୀ କାକଳିରେ ପ୍ରାଣ କରେ ଶୀତଳ ବଣ ଝରଣା କୂଳୁ କୂଳୁ ଲାଗେ ତାରିଣୀ ପାଦ ପାଉଁଜି

No comments:

Post a Comment