Sunday, December 22, 2024

ପାଞ୍ଚ ପତି ଅସମର୍ଥ ପାଞ୍ଚାଳୀ ଲଜ୍ୟା ସୁରକ୍ଷାକୁ

ପାଞ୍ଚ ପତି ଅସମର୍ଥ ପାଞ୍ଚାଳୀ ଲଜ୍ୟା ସୁରକ୍ଷାକୁ ଲଜ୍ୟା ରଖିଥିଲ ତୁମ୍ଭେ ଦେଇଣ ଅଶେଷ ବସ୍ତ୍ର ମୋର ବୁଦ୍ଧି ଅସମର୍ଥ ଆଶାର ଫାସ କାଟିବାକୁ କାଟ ପେଶିଣ ମହାବାହୁ ତୁମ୍ଭେ ସୁଦର୍ଶନ ଶସ୍ତ୍ର

No comments:

Post a Comment