Sunday, December 22, 2024

ମୋ ବୋଉକୁ ଛାଡିଣ ଆଉ କାହାକୁ ଜଣା ନାହିଁ

ମୋ ବୋଉକୁ ଛାଡିଣ ଆଉ କାହାକୁ ଜଣା ନାହିଁ ଏ ପାଦ ଦୁଇଟା କେତେ ଶୋରିଷ ତେଲ ପିଅନ୍ତି ବାପାଙ୍କର ରାମକୁ ଦେଖିବା ଆତୁରତା ନିଆରା ଆଖିରେ ଦେଖିଲେ ଶିଶୁଭଳି କୋଳେଇ ନିଅନ୍ତି
"ବୋଉ ବାବାଙ୍କୁ ଭେଟିଲିଯାଇ ବଇତ୍ରଣୀ ବୁକୁରେ ଲାଗୁଥିଲା ଯେମିତି ମୋତେ ଅପେକ୍ଷା କରିଥିଲା ମୋ ବୋଉ ଚାପିଧରିବ ତା ବୁକୁରେ"------Sumati

No comments:

Post a Comment