Sunday, December 8, 2024

ହେ ଜଗନ୍ନାଥ ହେ ଦୀନନାଥ ହେ ଶରଣ ପଞ୍ଜର

ହେ ଜଗନ୍ନାଥ ହେ ଦୀନନାଥ ହେ ଶରଣ ପଞ୍ଜର ହେ ଭବ ସାଗର ନାଉରୀ ନୟନ ପଥରେ ରୁହ ହେ ଆତଙ୍କ ନାଶନ ପାପ ହରା ମାନ ଉଦ୍ଧାରଣ ହେ ମଧୁର କୃଷ୍ଣ ଛନ୍ଦା ପାଦକୁ ହୃଦୟରେ ଥୁଅ

No comments:

Post a Comment