Monday, December 23, 2024

ପ୍ରତିଟି କମଳରେ ବିରାଜନ୍ତି ହସନ୍ତି ମା ମହାଲକ୍ଷ୍ମୀ

ପ୍ରତିଟି କମଳରେ ବିରାଜନ୍ତି ହସନ୍ତି ମା ମହାଲକ୍ଷ୍ମୀ ଶ୍ରୀଗୋବିନ୍ଦ ଧର୍ମ ସଂସ୍ଥାପନେ ଥୋଇଦେଲେ ପାଦ ପ୍ରତିଟି ହୃଦୟ ହୋଇଯାଏ ଶ୍ରଦ୍ଧା ଭକ୍ତି ପୂଜା ବେଦି ସେ ମଧୁରରୂପ ଦର୍ଶନରେ ପ୍ରେମ କେବଳ ପ୍ରସାଦ

No comments:

Post a Comment