Tuesday, December 17, 2024

ଅତସୀ କୁସୁମ ତନୁ ପୀତବସନ ସେହି ବନମାଳୀ

ଅତସୀ କୁସୁମ ତନୁ ପୀତବସନ ସେହି ବନମାଳୀ ତାଙ୍କ ବିଶାଳ ବାହୁ ଭିଡରେ ଅତି ସୁସ୍ଥିର ସଂସାର ଅପୂର୍ବ ପୁଷ୍ପମାଳ ଗଳାରେ ପୁଷ୍ପ ଏକ ପାଞ୍ଚ ପାଖୁଡା ସତ୍ୟ ଧର୍ମ ଦୟା ଶାନ୍ତି କ୍ଷମା ପ୍ରାଣ ଜୀବ ହଂସର

No comments:

Post a Comment