Saturday, December 21, 2024

ବଡ ଭାବ ବିନୋଦିଆ ତୁରେ ଚକାଡୋଳା

ବଡ ଭାବ ବିନୋଦିଆ ତୁରେ ଚକାଡୋଳା ତୋ ଭାବରେ ହୃଦୟ କୁମୁଦ ହେଲା ବନ୍ଧା କେବଳ ଆଖିଠାରରେ ସମ୍ପୂର୍ଣ ନିଜର କଲ ତୋ ଭାବରେ ପ୍ରାଣ ହେଲା ରଜନୀ ଗନ୍ଧା

No comments:

Post a Comment