Tuesday, December 10, 2024

ସତ୍ୟ ଧରମ ପଥରେ ଆଗକୁ ଯାଆ

ସତ୍ୟ ଧରମ ପଥରେ ଆଗକୁ ଯାଆ ଯାଆ ଆଗକୁ ଆତ୍ମା ହଂସ ହିତରେ ନିବୃତ୍ତି ନିଷ୍କାମ ପଥେ ଆଗକୁ ଯାଆ ଆଗକୁ ଯାଆ ହରି ଥୋଇ ଚିତ୍ତରେ

No comments:

Post a Comment