Sunday, December 15, 2024

ନନ୍ଦରାଣୀ କୋଳ ମଣ୍ଡିଲୁ ଗୋପାଳ ବାଳକ ରୂପରେ

ନନ୍ଦରାଣୀ କୋଳରେ ବସିଲେ ଗୋପାଳ ବାଳ ରୂପ ଆପଣ ମଥାରେ ରଖିଲେ ଶ୍ରୀରାଧା ପାଦ ହେ ଶ୍ୟାମ ମୋ ହୃଦୟ କମଳ କେଶରରେ ହେଲୁ ବଂଶୀ ବଦନ ଆହାଃ କି ମଧୁର ରୂପ ଚୁଲିକି ଗଲା ମୋ କାମ ଦାମ

No comments:

Post a Comment