Wednesday, December 18, 2024

ତୋ କମଳ ପାଦରେ ଶରଣ ପରମ ଦୟାମୟୀ

ତୋ କମଳ ପାଦରେ ଶରଣ ପରମ ଦୟାମୟୀ ଜନନୀ ତୋ ପଣତ ଛାଇରେ ମୋ ସୁଖ ଶୟନ ତୋ କମଳ ଆଖିରେ ଭରସା କାଶୀ ଅନ୍ନପୂର୍ଣ୍ଣା ଜନନୀ ଗୋ ତୋ ଅଭୟ ହସ୍ତ ପରଷୁ ଭୋଜନ

No comments:

Post a Comment