Thursday, December 19, 2024

ହେ ହରି ଲୋକନାଥ ଲୋକପାଳ ପଶୁପାଳ

ହେ ହରି ଲୋକନାଥ ଲୋକପାଳ ପଶୁପାଳ ହେ ମେଘ ଦେହ ସୁଶୀତଳ ଅଶେଷ ବରଷା ହେ ହରି ତୁମ୍ଭେ ପାଳ ଅଣ୍ଡଜ ଜଳଜ ଉଦ୍ଭିଦ ହେ ପାଞ୍ଚାଳୀ ଅଙ୍ଗ ବସ୍ତ୍ର ମାତ୍ରକ ମୋ ଭରଷା

No comments:

Post a Comment