Sunday, December 15, 2024

ପ୍ରକୃତିର ସବୁଜ ପଣତ ଆମ ସଭିଙ୍କର ଠାକୁମା

ପ୍ରକୃତିର ସବୁଜ ପଣତ ଆମ ସଭିଙ୍କର ଠାକୁମା ସୁନା ରଙ୍ଗ ସୋରିଷ କ୍ଷେତ ତା ଅଲିଅଳି କନ୍ୟା ଜନନୀ ଦୁହିତା ଦୁହେଁ ନୂତନ ବସନ ପିନ୍ଧିଥିଲେ ଗରୁଡ ପଛରେ ଦର୍ଶନ ବ୍ରହ୍ମାନନ୍ଦ ହୁଏଟି ବନ୍ୟା

No comments:

Post a Comment