Friday, March 14, 2025

ହେ ଚକାଡୋଳା ବେଗେ ବେଗେ ମୋତେ ଉଦ୍ଧାର

ହେ ଚକାଡୋଳା ବେଗେ ବେଗେ ମୋତେ ଉଦ୍ଧାର ହେ ପତିତପାବନ କିବା ମୋର ବାକି ରହିଲା କର୍ମ ହେ ଜଗନ୍ନାଥ ଛନ୍ଦା ଚରଣକୁ ଲୁଚାଇଲେ କମଳା ହେ ବଜ୍ର ଶରଣ ପଞ୍ଜର କିବା ଲାଭ ସମ୍ପାତି ଧର୍ମ

No comments:

Post a Comment