Sunday, March 9, 2025

ସତରେ ସତରେ ଶ୍ୟାମ ସମ ଉଦାର ନାହିଁ ଆଉ

ସତରେ ସତରେ ଶ୍ୟାମ ସମ ଉଦାର ନାହିଁ ଆଉ କେବଳ ତାହରି ଛନ୍ଦା ପାଦରେ ମୋ ଦିନ ଯାଉ ଟାହିଆ ହଲେଇ ଝୁଲି ଝୁଲି ଯେବେ ସେ ଆସେ କେବଳ ତାହା ଚକାଡ଼ୋଳାରେ ଆଖି ଲାଖିଥାଉ

No comments:

Post a Comment