Sunday, March 16, 2025

ସଦ୍ୟଜାତ ଶିଶୁଠାରୁ ଆହୁରି ନିରୀହ

ସଦ୍ୟଜାତ ଶିଶୁଠାରୁ ଆହୁରି ସେହି ନିରୀହ ଜନନୀ ହୃଦୟ ମନଠାରୁ ଆହୁରି କୋମଳ ମେଘମୁକ୍ତ ଶରଦ ନଭଠାରୁ ବେଶୀ ନିର୍ମଳ ପତିତପାବନ ଗୋବିନ୍ଦ ପାଦ ଅଭୟ କମଳ

No comments:

Post a Comment