Thursday, March 6, 2025

ତୁମେ ମୋତେ ଏହି ଦୟା କର

ତୁମେ ମୋତେ ଏହି ଦୟା କର ଓଁ ସାଇରାମ ପ୍ରଭୁ ତୁମର ଅଭୟ ପାଦ ପଙ୍କଜକୁ ଥିବି ଧ୍ୟାୟି ଜନନୀ ଜଠରୁ ଏକା ହିଁ ପଡିଲି ମୁହିଁ ଭୂମିରେ ତୁମ ବିନା ଜନନୀ ସାଥିରେ ନ ଥିଲେ କେହି

No comments:

Post a Comment