Wednesday, October 1, 2025

ସଞ୍ଚିଥିଲେ ହୃଦୟରେ ନିଷ୍କାମ କର୍ମ ଫଳ

ସଞ୍ଚିଥିଲେ ହୃଦୟରେ ନିଷ୍କାମ କର୍ମ ଫଳ ସଂସାରୀ ଗୃହରେ ଆସିଣ ଭୁଞ୍ଜନ୍ତି ଶ୍ରୀରାମ ନିର୍ମଳ ଶୁଦ୍ଧ ରଖିଥଲେ ମନ ହୃଦୟ ଦେହ ଭଦ୍ରା ସହିତ ଘରେ ଅତିଥି କୃଷ୍ଣ ବଳରାମ

No comments:

Post a Comment