Sunday, October 5, 2025

ବ୍ରହ୍ମଦାରୁ ଅପଲକ ଚକାଡୋଳାଙ୍କର ବି ପାଦ ଅଛି

ବ୍ରହ୍ମଦାରୁ ଅପଲକ ଚକାଡୋଳାଙ୍କର ବି ପାଦ ଅଛି ସୁଧା ବାଣୀ ଶୁଣି ପାପୀ ମନ ମୋ ହାଲୁକା ହେଲା ଛନ୍ଦା ଚରଣ ଛୁଇଁବି ବୋଲିଣ ଝୁରି ମଲି ସରି ଗଲି ରୋମାଞ୍ଚକ କଥା ହୃଦ ପଦ୍ମ ପାଖୁଡା ଖୋଲି ଦେଲା

No comments:

Post a Comment