Saturday, October 18, 2025

ମୋହର ଅତିବ ଅନ୍ତରଙ୍ଗ ଦେବତାଙ୍କର ନାମଟି ଦୁଃଖହାରୀ

ମୋହର ଅତିବ ଅନ୍ତରଙ୍ଗ ଦେବତାଙ୍କର ନାମଟି ଦୁଃଖହାରୀ ମୋର ସକଳ ଦୁଃଖ ଗଣ୍ଠୁଲିକୁ ଛନ୍ଦା ପାଦରେ ଥୋଇଦେଲି ଅଧାଗଢା ବ୍ରହ୍ମଦାରୁ ଚକାଡୋଳା କରୁଣା ବାରିଧି ପଞ୍ଚ ଭୁତ ଗରୁଡ ପଛରେ ଠିଆ ହୋଇ ହାତକୁ ଉର୍ଦ୍ଧ୍ୱକୁ ତୋଳି ଦେଲି

No comments:

Post a Comment