Wednesday, October 15, 2025

ହେ ବ୍ରହ୍ମଦାରୁ ତୁମ୍ଭେ ଅନାଦି ଆଦି ବୀଜ ଓଁକାର

ହେ ବ୍ରହ୍ମଦାରୁ ତୁମ୍ଭେ ଅନାଦି ଆଦି ବୀଜ ଓଁକାର ସତ୍ୟ ତ୍ରେତୟା ଦ୍ୱାପର କଳି ପାତାଳ ମହୀ ସ୍ୱର୍ଗ ହେ ବ୍ରହ୍ମଦାରୁ ତୁମ୍ଭେ ବ୍ରହ୍ମା ବିଷ୍ଣୁ ଶଙ୍କର ଅ ଉ ମ ସତ୍ତ୍ୱ ରଜ ତମ ପଞ୍ଚ ଭୁତ ରାଧାରାଣୀ ଅନୁରାଗ

No comments:

Post a Comment