Friday, October 10, 2025

ମନ ଧୋଇଲେ ଆତ୍ମା ସୁନ୍ଦର

ହୃଦୟ ନିର୍ମଳ କରିଲେ ଆତ୍ମା ଉଜ୍ଜଳ ସ୍ନାନ କଲେ ଦେହ ଲଭେ ଆରୋଗ୍ୟ ଛନ୍ଦାପାଦ ଭକ୍ତି ଜଳରେ ଧୋଇଲେ ମୂଢ଼ ସଂସାରୀ ଲାଭକରେ ବୈରାଗ୍ୟ

No comments:

Post a Comment