Saturday, October 11, 2025

ମୋର ହୃଦୟ ଆଉ ଫେରି ନ ପାଇଲି

ମୋର ହୃଦୟ ଆଉ ଫେରି ନ ପାଇଲି ଆହାଃ କି ସୁନ୍ଦର କିଏ ଗଢିଲା କହ୍ନାଇ ନୟନରେ ଦେଖିବାକୁ ଝୁରି ଝୁରି ମଲି କୃପା କର କମଳା ନ ପାରିଲି ମନାଇ

No comments:

Post a Comment