Saturday, October 11, 2025

ତୁମ୍ଭେ କୁବେର ସମ ଧନୀର

ତୁମ୍ଭେ କୁବେର ସମ ଧନୀର ହେ ଜଗନ୍ନାଥ ହେ ଦାରୁବ୍ରହ୍ମ ତୁମ୍ଭେ ସୁଦାମା ସମ ଗରିବର ତୁମ୍ଭେ ଜ୍ଞାନ ଭକ୍ତି ଯୋଗୀର ହେ ଅଧାଗଢା ହେ ଚକାଡୋଳା ଅଖିଳ ବିଶ୍ୱ ତୁମ୍ଭ ପରିବାର

No comments:

Post a Comment