Monday, October 13, 2025

ଏହି ପତିତ ବୁଡି ଯାଉଥିଲା ଅଥଳ ଜଳରେ

ଏହି ପତିତ ବୁଡି ଯାଉଥିଲା ଅଥଳ ଜଳରେ ହେ ମହାବାହୁ ବେନିଭୁଜ ପ୍ରସାରି ଉଦ୍ଧରିଲ ଭଵ ଜଞ୍ଜାଳରେ ପ୍ରାଣ ହେଉଥିଲା ଛଟପଟ ହେ ବଂଶୀବଦନ ଛନ୍ଦାପାଦେ ଆଶ୍ରା ଦେଲ

No comments:

Post a Comment