Thursday, October 16, 2025

ତୁହି ମହୁଫେଣାଟେ ହେଲେ

ତୁହି ମହୁଫେଣାଟେ ହେଲେ ହେ କୃଷ୍ଣ ମୁହିଁ ଏକ ମହୁମାଛି ମନ ନ ପୁରେ ଫୁଲ ଚୁମିଲେ ଛନ୍ଦା ଚରଣରେ ବସା ବାନ୍ଧିଛି

No comments:

Post a Comment